Member   Donate   Books   0

ଘରେ ବସି ସନାତନ ଧର୍ମର ସେବା କରିବା ପାଇଁ ଏହା ଏକ ସୁନ୍ଦର ସୁଯୋଗ !

ଘରେ ବସି ସନାତନ ଧର୍ମର ସେବା କରିବା ପାଇଁ ଏହା ଏକ ସୁନ୍ଦର ସୁଯୋଗ !

ନିଜର ସମୟ ସୁବିଧା ଅନୁଯାୟୀ ଯେଉଁମାନେ ‘ଆର୍ଷ ବିଦ୍ୟା ସମାଜମ’ର କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଇଛୁକ, ସେମାନଙ୍କୁ ଆମେ ଆମନ୍ତ୍ରଣ କରୁଛୁ।
ପୂର୍ଣ୍ଣକାଳୀନ ହେଉ ବା ଖାଲି ସମୟରେ ହେଉ କାମ କରିବାକୁ ଇଚ୍ଛୁକ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ସ୍ଵାଗତ।କର୍ମଚାରୀ, ଛାତ୍ରଛାତ୍ରୀ ତଥା ଘରର ଗୃହୀଣୀମାନେ ତାଙ୍କର ଖାଲି ସମୟରେ ଘରେ ବସି ବା କାର୍ଯ୍ୟାଳୟରେ ରହି ଯେଉଁ କାର୍ଯ୍ୟ କରିପାରିବେ, ସେଗୁଡ଼ିକର ଦାୟିତ୍ୱ ପ୍ରଦାନ କରାଯିବ।

କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଓ ଅନ୍ୟମାନେ ମଧ୍ୟ ଆବେଦନ କରିପାରିବେ।

‘ଆର୍ଷ ଵିଦ୍ୟା ସମାଜମ’ଙ୍କର ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ।
ଯେଉଁମାନେ ପାରିଶ୍ରମିକ ଆବଶ୍ୟକ କରୁଛନ୍ତି, ବଦାନ୍ୟ ବ୍ୟକ୍ତିମାନଙ୍କର ଅନୁଦାନରେ ସେମାନଙ୍କର ପାରିଶ୍ରମିକ ବ୍ୟବସ୍ଥା ମଧ୍ୟ କରାଯିବ।

୧୮ ବର୍ଷରୁ ଉର୍ଦ୍ଧ୍ବ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।
ଇଚ୍ଛୁକ ବ୍ୟକ୍ତିମାନେ ଉପରେ ଦିଆଯାଇଥିବା ଗୁଗଲ ଫର୍ମ ପୂରଣ କରିପାରିବେ ବା ନିଜର ବିସ୍ତୃତ ବିବରଣୀ (Bio-data) WhatsApp କରିପାରିବେ: 7356613488 / 8943006350!

ଏହି ପବିତ୍ର ଧର୍ମ ସେବା ଯଜ୍ଞରେ ଅଂଶଗ୍ରହଣ କରିବାକୁ ସମସ୍ତଙ୍କୁ ଆମନ୍ତ୍ରଣ…!!
ଶୁଭେଚ୍ଛାର ସହ,
ଆର୍ଷ ବିଦ୍ୟା ସମାଜମ…!!!